Smallest Computer Equal To Rice

ବିଶ୍ୱ ର ସବୁଠୁ ଛୋଟ କମ୍ପୁଟର

କମ୍ପୁଟର ର ସରଳୀକରଣ କରାଯାଇ ଏବେ ଆମେ ଛୋଟ ମୋବଇଲ ରେ ଆସି ପହଞ୍ଚିଲେଣି | ପୂର୍ବରୁ କମ୍ପୁଟର ଗୁଡିକ ବହୁତ ବଡ ଆକାରର ଥିଲା | ଧୀରେ ଧୀରେ ଏହାକୁ ବିକଶିତ କରାଯାଇ Laptop ଏବଂ Palmtop ରେ ପହଞ୍ଚିଥିଲା |
ହେଲେ କେବେ ମନକୁ ଆସିଥିବା କି କମ୍ପୁଟର ଏକ ଛୋଟ ଚାଉଳ ଭଳି ହେଇପାରିବ | ଏବେ ତାହା ସତ ହେଇ ସାରିଛି |
IBM ର Engineer ମାନେ ଏହାକୁ ସଫଳ ରୂପ ଦେଇ ସାରିଛନ୍ତି | Michigan ଉନିଭରସିଟି ରେ ଏହି ବିଷୟ ଉପରେ କାମ କରୁଥିବା ଟିମ ଏହାକୁ ବିକଶିତ କରି ଏତେ ଛୋଟ ଆକାର ର କମ୍ପୁଟର ର ରୂପ ଦେଇ ପାରିଛନ୍ତି |
ଏହି କଂକାମ୍ପୁଟର ର ଆକାର ପ୍ରାୟ 0.3 mm ହବ | ଯାହା କି ଏକ ଚାଉଳ ଦାନା ଭଳି |
ଆମେ ବେବହାର କରୁଥୁବା Desktop ଏବଂ Laptop କମ୍ପୁଟର ଭଳି ଏହି ଛୋଟ କମ୍ପୁଟର ରେ Data ଏବଂ Program ଗୁଡିକ ରହୁଛି | ଏହି ଛୋଟ କମ୍ପୁଟରଟି ନିଜେ ନିଜେ
On ହେଇ ଥାଏ | Power ସରିଗଲା ପରେ ଏହା Off ହେଇ ଯିବ |
ଏହାର ଏକ Demerit ଏହା କି Power ସରିଗଲା ପରେ ଏଥିରେ ଥିବା Data ଗୁଡିକମଧ୍ୟ ନଷ୍ଟ ହେଇଯାଉଛି |
ସାଧାରଣ କମ୍ପୁଟର ଭଳି ଏହି କମ୍ପୁଟର ରେ ମଧ୍ୟ RAM ଏବଂ Processor ରହିଛି | ଏଥିରେ Wireless ଭାବରେ ଡାଟା ନେଣ ଦେଣ କରି ହବ |
ଏହି କମ୍ପୁଟର କୁ କେମିତି ସବୁଠୁ କମ Power ରେ କାର୍ଯ୍ୟ କରାଯାଇପାରିବ ତାହା IBM ପାଇଁ ମୁଖ୍ୟ Challenge ଥିଲା |
ଏହି କମ୍ପୁଟର ରେ Temperature Sensor ର ଵେବହୃତ କରା ଯାଇଛି, ଯାହା କି Temperature କୁ କିଛି Electronics Pulse ରେ ଟ୍ରାନ୍ସଫର କରି ହେଉଛି |

ଏହାର Invention ଉପରେ ବହୁତ ଗୁଡିଏ କାର୍ଯ୍ୟ ପାଇଁ ବେବହାର ଉପଯୋଗୀ କରା ଯାଇ ଏହାକୁ ତିଆରି କରା ଯାଇଛି |
ଯେମିତି କି ମେଡିକାଲ Treatment –
ଟିଉମର କୁ ବାଳ କରିବା ପାଇଁ ଏହାକୁ ବେବହାର କରା ଯାଇ ପାରିବ |
କ୍ୟାନ୍ସର ର ଚିକିତ୍ସା ପାଇଁ ଏହା ମଧ୍ୟ ବେବହାର କରା ଯାଇ ପାରିବ |
ଏହାକୁ ମଧ୍ୟ Glaucoma ର ଚିକିତ୍ସା ପାଇଁ ବେବହାର କରି ହବ |
Oil ଷ୍ଟୋର କରି ରଖା ଯାଉଥିବା ବଡ ବଡ Tanker ରେ Oil ର ମନିଟରିଂ ପାଇଁ ଏହା ବେବହାର ଉପଯୋଗୀ |
Biochemical ପ୍ରୋସେସ ର ମନିଟରିଂ ପାଇଁ ମଧ୍ୟ ଏହା ବେବହାର ଉପଯୋଗୀ |

ଏହି ନୂତନ Invention ଟି ମାର୍ଚ୍ଚ ରୁ କରା ଯାଇଥିଲେ ମଧ୍ୟ ଏହା June 21 ରେ ଉପସ୍ଥାପନା କରାଯାଇଛି |
ଏହି Invention ଟି Japan ଏବଂ America ର ମିଳିତ ରେ ସମ୍ଭବ ହେଇ ପାରିଛି |

Admin

Admin is the SEO expert and founder of 'PabanZone'. He is a full stack developer. Love to write all your favorite stuff. If you have any suggestion I will welcome that. Contact us if any suggestion from you.

Leave a Reply

Your email address will not be published. Required fields are marked *