All need to know about nipah virus

Nipah Virus ବିଷୟରେ କିଛି ଜାଣିବା କଥା

ଭାରତ ରେ ନିପାହ Virus ଦ୍ରୁତ ଗତି ରେ ବ୍ୟାପିବାରେ ଲାଗିଛି | ଏହି Virus ର ଉତ୍ପନ କେରଳ ରୁ ହେଇଛି | ନିପାହ Virus ଯୋଗୁ ପାଖାପାଖି କିଛି ଲୋକଙ୍କର ମୃତ୍ୟ ହୋଇଥିବା ବେଳେ ଆଉ କିଛି ରକ୍ତ ନମୁନା ରେ ଏହି Virus ଚିନ୍ହଟ ହେଇଛି | ସତର୍କ ରହିବାକୁ ଲୋକ ମାନଙ୍କୁ ପରାମର୍ସ ଦିଆ ଯାଉଛି | ଆପଣ ଯେ ଯାଏ ନିଜେ ନିଜର ଯତ୍ନ ନଅ ନେଇଛନ୍ତି ସେ ଯାଏ ଏହାର ମୁକାବିଲା କରିବା କଷ୍ଟ ଦାୟକ |

WHO ର କହିବା ଅନୁସାରେ ଏହି Virus ପାଇଁ କୌଣସି ନିରାକରଣ ଆସି ନାହିଁ | କେବଳ ନିଜର ଯତ୍ନ ଏବଂ ଠିକ ପଦଖ୍ୟପ ଦ୍ଵାରା ଏହାକୁ ଦୂର କରା ଯାଇ ପାରିବ | ଏହି Virus ଆମର ସେଣ୍ଟ୍ରାଲ ବଡି କୁ ଆଟାକ କରିଥାଏ |

ଏହା ବ୍ୟାପୁ ଥିବା ଉପାୟ ଗୁଡିକ:-

  • ବାଦୁଡ଼ି
  • ଘୁଷୁରୀ
  • ସଂକ୍ରମିତ ରୋଗୀ ଠାରୁ

ମଣିଷ ମାନଙ୍କୁ ବ୍ୟାପୁ ଥିବା କାରଣ ଗୁଡିକ:-

  • ଏହି Virus ଥିବା ବାଦୁଡ଼ି ଯଦି କୌଣସି ଫଳ କୁ ସୁଂଘିଥାଏ କିମ୍ବା ଏଥରେ ଥଣ୍ଟ ମାରି ଖଣ୍ଡିଆ କରିଥାଏ, ସେହି ଫଳକୁ ଆମେ ଖାଇବା ଦ୍ଵାରା ଏହା ସଂକ୍ରମିତ ହେଇଥାଏ |
  • ଆମେ ଖାଉଥିବା ଫଳ ଯଦି ସଂକ୍ରମିତ ହୋଇଥାଏ, ତାହେଲେ ଏହି Virus ସଂକ୍ରମିତ ହେଇଥାଏ |
  • ଏହା ସହ ଘୁଷୁରୀ ରହଥିବା ସ୍ଥାନ ରେ ବସ ବାସ କଲେ କିମ୍ବା ସଂକ୍ରମିତ ଘୁଷୁରୀ ମାଂସ ଖାଇଲେ ଏହା ମଣିଷ କୁ ବ୍ୟାପି ଥାଏ |
  • ଯଦି କେହି ସଂକ୍ରମଣ ବ୍ୟକତି ସମ୍ପର୍କ ରେ ଆସିଲେ ଏହା ବ୍ୟାପି ଥାଏ |
  • ସଂକ୍ରମଣ ବ୍ୟକ୍ତି ଙ୍କ ଠୁ ଦୁରେଇ ରହିବା ଉଚିତ |
  • ଯେହେତୁ ଏହି Virus କେରଳ ରୁ ବ୍ୟାପୁଛି, କେରଳ ରୁ ଆସୁଥିବା ଫଳ ଖାଇବା ବନ୍ଦ କରିବା ଦରକାର | ଯେମିତି କି କଦଳୀ, ଖଜୁରୀ, ଆମ୍ବ |
  • ଯଦି କୌଣସି ଫଳ କୁ ପକ୍ଷୀ ଖଣ୍ଡିଆ କରିଥାଏ, ତାହେଲେ ସେ ଫଳ କୁ ଖାଇବା ଅନୁଚିତ |
  • କୌଣସି ବି ଫଳ ଖାଇବା ଆଗରୁ ଭଲ ସେ ତାକୁ ଧୋଇବା ଦରକାର | ତା ପରେ ସେ ଫଳ କୁ ଖାଇବା ଦରକାର |
  • ଖଜୁରୀ ତାଡି ଭଳି ନିଶା ଦ୍ରଵ୍ୟ ଖାଇବା ଅନୁଚିତ |
  • ତଳେ ଛିଣ୍ଡି ପଡିଥିବା ଫଳ ଖାଇବା ଉଚିତ ନୁହେ |
  • ମୁଣ୍ଡ ସବୁବେଳେ ବିନ୍ଧା ହେଲେ କିମ୍ବା ନିଶ୍ୱାସ ନେବା ରେ ଅସୁବିଧା ହେଲେ, ତୁରନ୍ତ ଡାକ୍ତର ଙ୍କ ପରାମର୍ସ କରିବା ଉଚିତ |

Prakash Adhikari

Prakash Adhikari is the SEO expert and founder of 'PabanZone'. He is a full stack developer. Love to write all your favorite stuff. If you have any suggestion I will welcome that. Contact us if any suggestion from you.

2 thoughts on “All need to know about nipah virus

Leave a Reply

Your email address will not be published. Required fields are marked *